ଦେଶ ବିଦେଶ
    29 seconds ago

    ବନ୍ଧୁଗଣ ମଣିଷ ଜୀବନରେ ସଫଳତା ଓ ବିଫଳତା ଗ୍ରହ ମାନଙ୍କର ଚଳନ କାରଣରୁ ମିଳିଥାଏ । ତେବେ ଆସନ୍ତା ଜାନୁଆରୀ 26 ତାରିଖ ପବିତ୍ର ଶ୍ରୀପଞ୍ଚମୀ ବା ସରସ୍ଵତୀ ପୂଜା ଦିନ ଗ୍ରହ ମାନଙ୍କ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଫଳରେ ଗ୍ରହ ମାନଙ୍କରେ ଏକ ମହା ସଂଯୋଗ ଘଟିବାକୁ ଯାଉଛି । ଏହି ସଂଯୋଗ ରାଶିଙ୍କ ଉପରେ ନୂତନ ପ୍ରଭାବ ପକାଇବାକୁ ଯାଉଛି । by TaboolaSponsored Links You May Like Special Offer: Save Big On Premium Watches Luxury Watches ଯାହା ଫଳରେ ରାଶି ଚକ୍ରର ଏହି 3ଟି ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବ । ଯାହା ଫଳରେ ଏମାନଙ୍କୁ ଅଧିକ ଧନ ଅର୍ଜନ କରିବାର ନୂଆ ବାଟ ଖୋଲିଯିବ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ବୃଷ ରାଶି : ଆପଣଙ୍କ ପାଇଁ ରାଜଯୋଗ ସୃଷ୍ଟି ହେବ ପବିତ୍ର ଶ୍ରୀପଞ୍ଚମୀ ଠାରୁ । ଆପଣ ସମସ୍ୟାର ସମଧାନ କରିବେ । ମା ସରସ୍ଵତୀଙ୍କ କୃପାରୁ ଧନ ଲାଭ ହେବ । ବ୍ୟବସାୟ ଓ ଚାକିରିରେ ଉନ୍ନତି ହେବ । ଏମାନେ ନିଜର ସବୁ ଅସୁବିଧା କୁ ସଫଳତାର ସହ ସମାଧାନ କରି ପାରିବେ । ପ୍ରେମ ଜୀବନର ନୂଆ ଆରମ୍ଭ ହେବ । ଯେଉଁ କାମ ଅଟକି ରହିଥିଲା ତାହା ପୁରା ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହଯୋଗ ପାଇ ଖୁସି ହେବେ । ପରିବାର ରେ ଧାର୍ମିକ କାର୍ଯ୍ୟ ର ଆୟୋଜନ ହୋଇପାରେ । ଆକସ୍ମିକ ଧନ ଲାଭର ଯୋଗ ରହିଛି । ମାତା ପିତା ଙ୍କ ଆଶୀର୍ବାଦ ରୁ କ୍ୟାରିୟରରେ ସଫଳତା ହାସଲ କରିବେ । ମିଥୁନ ରାଶି : ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନରେ ସଫଳତା ଆଡକୁ ଆଗେଇ ଯିବେ । ଜୀବନରେ ସବୁ ଅସୁବିଧାକୁ ସହଜ ଓ ସରଳ ଭାବେ ସମାଧାନ କରି ପାରିବେ । ନିଜ ଜୀବନରେ ଏବେ ସବୁବେଳେ ସୁଖରେ ରହିବେ । ଧନର ଲାଭ ହେବ । ବ୍ୟବସାୟରେ ଉନ୍ନତି ଓ ପ୍ରଗତି ଘଟିବ । ଚାକିରି କ୍ଷେତ୍ରରେ ବି ଉନ୍ନତି ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା କାରଣରୁ ଆପଣଙ୍କ ଜୀବନରେ ଉନ୍ନତି ଦେଖାଯିବ । ଯାହା ବି କାମ କରିବେ ସେଥିରେ ସଫଳ ହେବେ । ଆତ୍ମବିଶ୍ଵାସ ରେବୃଦ୍ଧି ହେବ । ପାରିବାରିକ ଜୀବନ ସୁଖମୟ ହେବ । ଲୋକେ ଆପଣଙ୍କର ରାୟ ମାଗି କାମ କରିବେ । କନ୍ୟା ରାଶି : ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନରେ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ । ଧନ ପ୍ରାପ୍ତ ହେବ । ଜୀବନରେ ଥିବା ସବୁ ସମସ୍ୟାକୁ ଦୂର କରିବେ । ପରିବାରରେ ସମସ୍ତେ ଖୁସି ରେ ରହିବେ । ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଲାଭବାନ ହେବେ । ଏଥି ସହ ଚାକିରି କ୍ଷେତ୍ରରେ ପଦୋନ୍ନତି ଓ ଲାଭ ପ୍ରାପ୍ତ ହେବ । ଯାହା ଫଳରେ ଅଧିକରୁ ଅଧିକ ଧନ ଅର୍ଜନ ହେବ । ଦାଂପତ୍ଯ ଜୀବନ ବି ସୁଖମୟ ହେବ । ସମାଜରେ ପ୍ରସିଦ୍ଧି ଓ ସମ୍ମାନ ଆପଣଙ୍କୁ ମିଳିବ । ଆପଣ ମାନେ ଖୁସି ରେ ରହିବେ ।

    ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା ଘରର ରୋଷେଇ ଘର କେମିତି, କେଉଁଠି ଓ କିପରି ହେବା ଉଚିତ ।…
    ରାଶିଫଳ
    2 minutes ago

    26 ଜାନୁଆରୀ ସରସ୍ଵତୀ ପୂଜା! ଏହି 3ଟି ରାଶିକୁ ମିଳିବ ବିଦ୍ୟା, ଧନ ଏବଂ ସୁଖ… ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ ?

    ବନ୍ଧୁଗଣ ମଣିଷ ଜୀବନରେ ସଫଳତା ଓ ବିଫଳତା ଗ୍ରହ ମାନଙ୍କର ଚଳନ କାରଣରୁ ମିଳିଥାଏ । ତେବେ ଆସନ୍ତା ଜାନୁଆରୀ…
    ବିଚାର
    3 minutes ago

    କେଉଁ ଜଳ ମୁଣ୍ଡରେ ମାରିଲେ ସବୁ କ୍ଷେତ୍ରରେ ସଫଳତା ମିଳେ ? ଏହା ସହ ଆହୁରି 10+ Ajira Anuchinta

    ନମସ୍କାର ବନ୍ଧୁଗଣ, ଜୀବନରେ ସୁଖ ସମୃଦ୍ଧି ଆଗମନ ମନକୁ ହୋଇନଥାଏ । ଆମକୁ କିଛି ନୀତି ନିୟମର ପାଳନ କରିବା…
    ଜୀବନଶୈଳୀ
    4 minutes ago

    ସବୁ ସମୟରେ ଚିନ୍ତାରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ସହଜ ସରଲ ଉପାୟ, ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

    ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଚିନ୍ତା କେବେ ପଛ ଛାଡି ନଥାଏ । କିଛି ନା କିଛି କଥାର ଚିନ୍ତା…
    ମନୋରଞ୍ଜନ
    5 minutes ago

    ବାଛନ୍ତୁ ଗୋଟିଏ Emoji ଓ ଜାଣନ୍ତୁ ଯଦି ସେ ଆପଣଙ୍କୁ ଭଲ ପାଉଛନ୍ତି ତେବେ କାହିଁକି ଦୂରେଇ ଯାଇଛନ୍ତି ? Love Quiz

    ହେଲୋ ସାଙ୍ଗ ମାନେ । କେମିତି ଅଛନ୍ତି ଆପଣ ମାନେ । ତେବେ ଆମେ ଆପଣଙ୍କ ପାଇଁ ଅନେକ ପ୍ରକାରର…
    ଜୀବନଶୈଳୀ
    6 minutes ago

    ବାପାଙ୍କ ଗୀତ ଗାଇ ଖୁସି ହେଉଛି Humane ଙ୍କ କୁନି ଝିଅ, ଦେଖନ୍ତୁ କେମିତି ଗାଉଛନ୍ତି I Miss You ଗୀତା… ଦେଖନ୍ତୁ Video

    ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଶିଂଗର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର…
    ବିଚାର
    7 minutes ago

    ନିଜ ନାଁରେ ଲାଗିଥିବା ସବୁ ଅଭିଯୋଗକୁ ମିଥ୍ୟା କହିଲେ Humane Sagar, କହିଲେ ‘ଶ୍ରୀୟା ଓ ଛୁଆକୁ ବହୁତ Miss କରୁଛି’… ଦେଖନ୍ତୁ Video

    ଦର୍ଶକ ବନ୍ଧୁ ନମସ୍କାର, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସାରା ଓଡିଶାରେ ଖାଲି ଉଠୁକି ପଡୁଛି ଓଲିଉଡ ଶିଂଗର ହ୍ୟୁମାନ…
    ଓଡିଶା
    8 minutes ago

    “ଏବେ ସବୁ ସିକ୍ରେଟ୍ ଅଛି, ଯାହା କହିବି ବାହାଘର ପରେ କହିବି… କାହିଁକି ଏମିତି କହିଲେ Lipsa Mishra, ଦେଖନ୍ତୁ Video

    ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଟେଲି ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର…
    ମନୋରଞ୍ଜନ
    10 minutes ago

    Humane Sagarଙ୍କ ଘରେ ପୂଜା ପାଉଛନ୍ତି ଜଗନ୍ନାଥ, ବିଷ୍ଣୁ ଓ ଗଣେଶଙ୍କ ମୃର୍ତ୍ତି, ଯାହାକୁ ସବୁଦିନ Shreya କରୁଛନ୍ତି ପୂଜା

    ମୁଁ ଆପଣଙ୍କର ପ୍ରିୟ କଳାକାର ହ୍ୟୁମାନ ସାଗର । ଆପଣ ମୋତେ ଆଗରୁ ଯେତିକି ଭଲ ପାଉଥିଲେ ଏବେ ସେତିକି…
    ଦେଶ ବିଦେଶ
    11 minutes ago

    ବିଲରେ ଓହ୍ଳାଇଲା Baijayantଙ୍କ ଚପର, କିଛି ଏଭଳି ସ୍ଵାଗତ କଲେ ଲୋକେ… ଦେଖନ୍ତୁ Video

    ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ବୈଜୟନ୍ତ ପଣ୍ଡା ଙ୍କୁ ବେସ ଭଲ ଭାବେ ଜାଣିଥିବେ । ବୈଜୟନ୍ତ ପଣ୍ଡା…

    Breaking News
      ଦେଶ ବିଦେଶ
      29 seconds ago

      ବନ୍ଧୁଗଣ ମଣିଷ ଜୀବନରେ ସଫଳତା ଓ ବିଫଳତା ଗ୍ରହ ମାନଙ୍କର ଚଳନ କାରଣରୁ ମିଳିଥାଏ । ତେବେ ଆସନ୍ତା ଜାନୁଆରୀ 26 ତାରିଖ ପବିତ୍ର ଶ୍ରୀପଞ୍ଚମୀ ବା ସରସ୍ଵତୀ ପୂଜା ଦିନ ଗ୍ରହ ମାନଙ୍କ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଫଳରେ ଗ୍ରହ ମାନଙ୍କରେ ଏକ ମହା ସଂଯୋଗ ଘଟିବାକୁ ଯାଉଛି । ଏହି ସଂଯୋଗ ରାଶିଙ୍କ ଉପରେ ନୂତନ ପ୍ରଭାବ ପକାଇବାକୁ ଯାଉଛି । by TaboolaSponsored Links You May Like Special Offer: Save Big On Premium Watches Luxury Watches ଯାହା ଫଳରେ ରାଶି ଚକ୍ରର ଏହି 3ଟି ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବ । ଯାହା ଫଳରେ ଏମାନଙ୍କୁ ଅଧିକ ଧନ ଅର୍ଜନ କରିବାର ନୂଆ ବାଟ ଖୋଲିଯିବ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ବୃଷ ରାଶି : ଆପଣଙ୍କ ପାଇଁ ରାଜଯୋଗ ସୃଷ୍ଟି ହେବ ପବିତ୍ର ଶ୍ରୀପଞ୍ଚମୀ ଠାରୁ । ଆପଣ ସମସ୍ୟାର ସମଧାନ କରିବେ । ମା ସରସ୍ଵତୀଙ୍କ କୃପାରୁ ଧନ ଲାଭ ହେବ । ବ୍ୟବସାୟ ଓ ଚାକିରିରେ ଉନ୍ନତି ହେବ । ଏମାନେ ନିଜର ସବୁ ଅସୁବିଧା କୁ ସଫଳତାର ସହ ସମାଧାନ କରି ପାରିବେ । ପ୍ରେମ ଜୀବନର ନୂଆ ଆରମ୍ଭ ହେବ । ଯେଉଁ କାମ ଅଟକି ରହିଥିଲା ତାହା ପୁରା ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହଯୋଗ ପାଇ ଖୁସି ହେବେ । ପରିବାର ରେ ଧାର୍ମିକ କାର୍ଯ୍ୟ ର ଆୟୋଜନ ହୋଇପାରେ । ଆକସ୍ମିକ ଧନ ଲାଭର ଯୋଗ ରହିଛି । ମାତା ପିତା ଙ୍କ ଆଶୀର୍ବାଦ ରୁ କ୍ୟାରିୟରରେ ସଫଳତା ହାସଲ କରିବେ । ମିଥୁନ ରାଶି : ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନରେ ସଫଳତା ଆଡକୁ ଆଗେଇ ଯିବେ । ଜୀବନରେ ସବୁ ଅସୁବିଧାକୁ ସହଜ ଓ ସରଳ ଭାବେ ସମାଧାନ କରି ପାରିବେ । ନିଜ ଜୀବନରେ ଏବେ ସବୁବେଳେ ସୁଖରେ ରହିବେ । ଧନର ଲାଭ ହେବ । ବ୍ୟବସାୟରେ ଉନ୍ନତି ଓ ପ୍ରଗତି ଘଟିବ । ଚାକିରି କ୍ଷେତ୍ରରେ ବି ଉନ୍ନତି ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା କାରଣରୁ ଆପଣଙ୍କ ଜୀବନରେ ଉନ୍ନତି ଦେଖାଯିବ । ଯାହା ବି କାମ କରିବେ ସେଥିରେ ସଫଳ ହେବେ । ଆତ୍ମବିଶ୍ଵାସ ରେବୃଦ୍ଧି ହେବ । ପାରିବାରିକ ଜୀବନ ସୁଖମୟ ହେବ । ଲୋକେ ଆପଣଙ୍କର ରାୟ ମାଗି କାମ କରିବେ । କନ୍ୟା ରାଶି : ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନରେ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ । ଧନ ପ୍ରାପ୍ତ ହେବ । ଜୀବନରେ ଥିବା ସବୁ ସମସ୍ୟାକୁ ଦୂର କରିବେ । ପରିବାରରେ ସମସ୍ତେ ଖୁସି ରେ ରହିବେ । ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଲାଭବାନ ହେବେ । ଏଥି ସହ ଚାକିରି କ୍ଷେତ୍ରରେ ପଦୋନ୍ନତି ଓ ଲାଭ ପ୍ରାପ୍ତ ହେବ । ଯାହା ଫଳରେ ଅଧିକରୁ ଅଧିକ ଧନ ଅର୍ଜନ ହେବ । ଦାଂପତ୍ଯ ଜୀବନ ବି ସୁଖମୟ ହେବ । ସମାଜରେ ପ୍ରସିଦ୍ଧି ଓ ସମ୍ମାନ ଆପଣଙ୍କୁ ମିଳିବ । ଆପଣ ମାନେ ଖୁସି ରେ ରହିବେ ।

      ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା ଘରର ରୋଷେଇ ଘର କେମିତି, କେଉଁଠି ଓ କିପରି ହେବା ଉଚିତ । ରୋଷେଇ ଘରର ଘରର କେଉଁ କୋଣରେ…
      ରାଶିଫଳ
      2 minutes ago

      26 ଜାନୁଆରୀ ସରସ୍ଵତୀ ପୂଜା! ଏହି 3ଟି ରାଶିକୁ ମିଳିବ ବିଦ୍ୟା, ଧନ ଏବଂ ସୁଖ… ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ ?

      ବନ୍ଧୁଗଣ ମଣିଷ ଜୀବନରେ ସଫଳତା ଓ ବିଫଳତା ଗ୍ରହ ମାନଙ୍କର ଚଳନ କାରଣରୁ ମିଳିଥାଏ । ତେବେ ଆସନ୍ତା ଜାନୁଆରୀ 26 ତାରିଖ ପବିତ୍ର ଶ୍ରୀପଞ୍ଚମୀ ବା…
      ବିଚାର
      3 minutes ago

      କେଉଁ ଜଳ ମୁଣ୍ଡରେ ମାରିଲେ ସବୁ କ୍ଷେତ୍ରରେ ସଫଳତା ମିଳେ ? ଏହା ସହ ଆହୁରି 10+ Ajira Anuchinta

      ନମସ୍କାର ବନ୍ଧୁଗଣ, ଜୀବନରେ ସୁଖ ସମୃଦ୍ଧି ଆଗମନ ମନକୁ ହୋଇନଥାଏ । ଆମକୁ କିଛି ନୀତି ନିୟମର ପାଳନ କରିବା ପରେ ହିଁ ସୁଫଳ ପ୍ରାପ୍ତି ହୋଇଥାଏ…
      ଜୀବନଶୈଳୀ
      4 minutes ago

      ସବୁ ସମୟରେ ଚିନ୍ତାରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ସହଜ ସରଲ ଉପାୟ, ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

      ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଚିନ୍ତା କେବେ ପଛ ଛାଡି ନଥାଏ । କିଛି ନା କିଛି କଥାର ଚିନ୍ତା ଲାଗିରହିଥାଏ । ଆଜି ଗୋଟିଏ ଚିନ୍ତା…
      Back to top button